Advertisment

ଗୋଟିଏ ସ୍କୁଲରେ ପଢୁଥିଲେ ଅମ୍ବାନୀ ପରିବାରର ଝିଅ ଓ ବୋହୂ ଈଶା-ଶ୍ଲୋକା

ମୁମ୍ବାଇ: ଆଜି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ବାହାଘର । ଅମ୍ବାନୀ-ମେହେଟ୍ଟା ପରିବାରରେ ଖୁସିର ମାହୋଲ। କୁହାଯାଉଛି, ଏହି ବାହାଘର ଚଳିତ ବର୍ଷର ସବୁଠାରୁ ଆଡମ୍ବରପୂର୍ଣ୍ଣ ବାହାଘର ମଧ୍ୟରୁ ଗୋଟିଏ। ଆକାଶ-ଶ୍ଲୋକାଙ୍କ ବାହାଘର ପରେ ଅମ୍ବାନୀ-ମେହେଟ୍ଟା ପରିବାର ମଧ୍ୟରେ ସମ୍ପର୍କର ଏକ ନୂଆ ଫର୍ଦ୍ଧ ଯୋଡ଼ି ହେବ  । ହେଲେ ଏହା ପୂର୍ବରୁ ମୁକେଶ ଲଳନା ଈଶା ଏବଂ ଶ୍ଲୋକାଙ୍କ ମଧ୍ୟରେ ସମ୍ପର୍କ ରହିଛି । ସେମାନେ ପରସ୍ପରକୁ ପୂର୍ବରୁ ଜାଣନ୍ତି। ଉଭୟେ ଗୋଟିଏ ସ୍କୁଲରେ ପଢୁଥିଲେ। ଏକାଠି […]

ଅଦ୍ୟତନ ହୋଇଛି
ଗୋଟିଏ ସ୍କୁଲରେ ପଢୁଥିଲେ ଅମ୍ବାନୀ ପରିବାରର ଝିଅ ଓ ବୋହୂ ଈଶା-ଶ୍ଲୋକା

1552119518-isha_shloka

Advertisment

ମୁମ୍ବାଇ: ଆଜି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ବାହାଘର । ଅମ୍ବାନୀ-ମେହେଟ୍ଟା ପରିବାରରେ ଖୁସିର ମାହୋଲ। କୁହାଯାଉଛି, ଏହି ବାହାଘର ଚଳିତ ବର୍ଷର ସବୁଠାରୁ ଆଡମ୍ବରପୂର୍ଣ୍ଣ ବାହାଘର ମଧ୍ୟରୁ ଗୋଟିଏ।

Advertisment

publive-imageଆକାଶ-ଶ୍ଲୋକାଙ୍କ ବାହାଘର ପରେ ଅମ୍ବାନୀ-ମେହେଟ୍ଟା ପରିବାର ମଧ୍ୟରେ ସମ୍ପର୍କର ଏକ ନୂଆ ଫର୍ଦ୍ଧ ଯୋଡ଼ି ହେବ  । ହେଲେ ଏହା ପୂର୍ବରୁ ମୁକେଶ ଲଳନା ଈଶା ଏବଂ ଶ୍ଲୋକାଙ୍କ ମଧ୍ୟରେ ସମ୍ପର୍କ ରହିଛି । ସେମାନେ ପରସ୍ପରକୁ ପୂର୍ବରୁ ଜାଣନ୍ତି। ଉଭୟେ ଗୋଟିଏ ସ୍କୁଲରେ ପଢୁଥିଲେ। ଏକାଠି ଅନେକ ଫଟୋ ମଧ୍ୟ ଉଠାଇଥିଲେ।

ଏବେ ଶ୍ଲୋକା ଅମ୍ବାନୀ ପରିବାରକୁ ବୋହୂ ହୋଇ ଆସିବା ଅବସରରେ ପିଲାଦିନର ଏହି ଫଟୋସବୁ ସୋଶାଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଅବଶ୍ୟ ଏହା ପୂର୍ବରୁ ଈଶାଙ୍କ ନିର୍ବନ୍ଧ ସମୟରେ ଉଭୟେ ଏକାଠି ନାଚୁଥିବାର ଦେଖିବାକୁ ମିଳିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe