ଟଙ୍କା ଗଣି ଗଣି ହାଲିଆ

ଖୋଲିଲା ମା ମଝିଘରିଆଣୀ ମନ୍ଦିର ହୁଣ୍ତି । ହୁଣ୍ତି ଖୋଲିବା ପରେ ସେଥିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା,୧୦୪ ଗ୍ରାମ ସୁନା ଓ ୨କିଲୋ ୬୭୯ ଗ୍ରାମ ରୂପା ସଂଗ୍ରହ କରାଯାଇଛି । ରାୟାଗଡ଼ା ସହର ମା ମଝିଘରିଆଣୀଙ୍କ ମନ୍ଦିରରୁ ପ୍ରଶାସନର ଉପସ୍ଥିତିରେ ହୁଣ୍ତି ଖୋଲାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।