Advertisment

ଟଙ୍କା ଗଣି ଗଣି ହାଲିଆ

ଖୋଲିଲା ମା ମଝିଘରିଆଣୀ ମନ୍ଦିର ହୁଣ୍ତି । ହୁଣ୍ତି ଖୋଲିବା ପରେ ସେଥିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା,୧୦୪ ଗ୍ରାମ ସୁନା ଓ ୨କିଲୋ ୬୭୯ ଗ୍ରାମ ରୂପା ସଂଗ୍ରହ କରାଯାଇଛି । ରାୟାଗଡ଼ା ସହର ମା ମଝିଘରିଆଣୀଙ୍କ ମନ୍ଦିରରୁ ପ୍ରଶାସନର ଉପସ୍ଥିତିରେ ହୁଣ୍ତି ଖୋଲାଯାଇଥିଲା।

ଟଙ୍କା ଗଣି ଗଣି ହାଲିଆ

Watch: Money collected from donation box of a temple being counted in Rayagada

Advertisment

ଖୋଲିଲା ମା ମଝିଘରିଆଣୀ ମନ୍ଦିର ହୁଣ୍ତି । ହୁଣ୍ତି ଖୋଲିବା ପରେ ସେଥିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା,୧୦୪ ଗ୍ରାମ ସୁନା ଓ ୨କିଲୋ ୬୭୯ ଗ୍ରାମ ରୂପା ସଂଗ୍ରହ କରାଯାଇଛି । ରାୟାଗଡ଼ା ସହର ମା ମଝିଘରିଆଣୀଙ୍କ ମନ୍ଦିରରୁ ପ୍ରଶାସନର ଉପସ୍ଥିତିରେ ହୁଣ୍ତି ଖୋଲାଯାଇଥିଲା।

Advertisment

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe