Advertisment

ଟଙ୍କା ଗଣି ଗଣି ମେସିନ ବି ହାଲିଆ

ଟଙ୍କା ଗଣି ଗଣି ମେସିନ ବି ହାଲିଆ । ଯୁଆଡେ ଦେଖିବ ଖାଲି ବିଡା ବିଡା ଟଙ୍କା । କେଉଁଠି 500 ଟଙ୍କିଆ ଥାକ ତ କେଉଁଠି 2000 ଟଙ୍କିଆ ଥାକ । ଫିଲ୍ମରେ ଦେଖିବା ପରି ବ୍ୟାଗ ଫୁଲ ଟଙ୍କା । ଓଡିଶା ଭିଜିଲାନ୍ସ ରେକର୍ଡରେ ସବୁଠାରୁ ଅଧିକ ନେଟ କ୍ୟାସ । ଡାକ୍ତରଙ୍କ ଘରୁ ବାହାରିଛି ୧ କୋଟି ୧୨ ଲକ୍ଷ ଟଙ୍କା ।

author-image
Pujarani Nayak
ଅଦ୍ୟତନ ହୋଇଛି
ଟଙ୍କା ଗଣି ଗଣି ମେସିନ ବି ହାଲିଆ

KOTOPATI DOCTOR _PKG_ADD_TH

ଟଙ୍କା ଗଣି ଗଣି ମେସିନ ବି ହାଲିଆ । ଯୁଆଡେ ଦେଖିବ ଖାଲି ବିଡା ବିଡା ଟଙ୍କା । କେଉଁଠି 500 ଟଙ୍କିଆ ଥାକ ତ କେଉଁଠି 2000 ଟଙ୍କିଆ ଥାକ । ଫିଲ୍ମରେ ଦେଖିବା ପରି ବ୍ୟାଗ ଫୁଲ ଟଙ୍କା । ଓଡିଶା ଭିଜିଲାନ୍ସ ରେକର୍ଡରେ ସବୁଠାରୁ ଅଧିକ ନେଟ କ୍ୟାସ । ଡାକ୍ତରଙ୍କ ଘରୁ ବାହାରିଛି ୧ କୋଟି ୧୨ ଲକ୍ଷ ଟଙ୍କା ।

Advertisment

Odisha Reporter Fake Doctor