Advertisment

କିଛି ବି ସମ୍ପତ୍ତି ତାଲିକା ଦେଉନାହାନ୍ତି ୧୦ ବାବୁ!

କିଛି ବି ସମ୍ପତ୍ତି ତାଲିକା ଦେଉନାହାନ୍ତି ରାଜ୍ୟର ୧୦ ଆଇଏଏସ୍। ସର୍ବଭାରତୀୟ ସେବା ନିୟମାବଳୀକୁ ଖାତିର ନାହିଁ! ଏଚଆରଏମ୍ଏସ୍ ପୋର୍ଟାଲରେ ବି ଦେଉନାହାନ୍ତି ସମ୍ପତ୍ତି ତାଲିକା। ତେବେ ରାଜ୍ୟ ପୋର୍ଟାଲରେ ୧୨ରୁ ତାଲିକା ଦେଇଛନ୍ତି ୨ ବାବୁ। କୈଫିୟତ ମାଗୁନାହାନ୍ତି କେନ୍ଦ୍ର କିମ୍ବା ରାଜ୍ୟ ସରକାର?

ias

Ias Property List Odisha Ias Officers Officers Property List
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe