ଦେଶ news ବନ୍ୟାର ୧୦ଟି ଦୃଶ୍ୟ ନଈନାଳ। ବିଲ ମାଳ। ରାସ୍ତାଘାଟ। ଘରଦ୍ୱାର। ସବୁ ଏକାକାର। ଉଛୁଳୁଛି ନଈ। ଭାଙ୍ଗୁଛି ଘାଇ। ଉବୁଟୁବୁ ଜନପଦ। କଟକ, ପୁରୀ , ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୂଆପଡା, ଖୋର୍ଦ୍ଧା ଆଦି ଜିଲ୍ଲାରେ କେମିତି ତାଣ୍ଡବ ରଚିଛି ବନ୍ୟା ଥରେ ନଜର ପକାନ୍ତୁ। Debendra Prusty 18 Aug 2022 10:42 IST banyaନଈନାଳ। ବିଲ ମାଳ। ରାସ୍ତାଘାଟ। ଘରଦ୍ୱାର। ସବୁ ଏକାକାର। ଉଛୁଳୁଛି ନଈ। ଭାଙ୍ଗୁଛି ଘାଇ। ଉବୁଟୁବୁ ଜନପଦ। କଟକ, ପୁରୀ , ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୂଆପଡା, ଖୋର୍ଦ୍ଧା ଆଦି ଜିଲ୍ଲାରେ କେମିତି ତାଣ୍ଡବ ରଚିଛି ବନ୍ୟା ଥରେ ନଜର ପକାନ୍ତୁ।Advertisment Odisha Reporter Odisha Flood 10 Scenes Of Odisha Flood Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ