ବନ୍ୟାର ୧୦ଟି ଦୃଶ୍ୟ

ନଈନାଳ। ବିଲ ମାଳ। ରାସ୍ତାଘାଟ। ଘରଦ୍ୱାର। ସବୁ ଏକାକାର। ଉଛୁଳୁଛି ନଈ। ଭାଙ୍ଗୁଛି ଘାଇ। ଉବୁଟୁବୁ ଜନପଦ। କଟକ, ପୁରୀ , ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୂଆପଡା, ଖୋର୍ଦ୍ଧା ଆଦି ଜିଲ୍ଲାରେ କେମିତି ତାଣ୍ଡବ ରଚିଛି ବନ୍ୟା ଥରେ ନଜର ପକାନ୍ତୁ।