ବିଜେଡି ସଭାରେ ସ୍କୁଲପିଲା ମୋହରା

ସ୍କୁଲରେ ଦଶମ ଶ୍ରେଣୀ ପିଲାମାନେ ପାଠ ପଢ଼ିବା ପରିବର୍ତ୍ତେ ବିଜେଡି ଯୁବ ଓ ଛାତ୍ର ସମ୍ମିଳନୀରେ ସାମିଲ ହୋଇଛନ୍ତି। ସେମାନଙ୍କୁ କୁଆଡ଼େ ସାର୍ ପଠାଇଥିବା ପିଲାମାନେ କହିଛନ୍ତି।