Advertisment

କୁମ୍ଭୀର ସହ ୧୫ ମିନିଟର ସଂଘର୍ଷ

ଖରସ୍ରୋତା ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ପାଟିରୁ ବର୍ତିଲେ ଯୁବକ। କେନ୍ଦ୍ରାପEk ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଡ଼ଜୋରମୁହଁ ଗାଁର ନିତ୍ୟାନନ୍ଦ ପାତ୍ର ସଂଧ୍ୟାରେ ଖରସ୍ରୋତା ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ସମ୍ମୁଖୀନ ହୋଇଥିଲେ।

author-image
Debendra Prusty
କୁମ୍ଭୀର ସହ ୧୫ ମିନିଟର ସଂଘର୍ଷ

kumbhira

ଖରସ୍ରୋତା ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ପାଟିରୁ ବର୍ତିଲେ ଯୁବକ। କେନ୍ଦ୍ରାପEk ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଡ଼ଜୋରମୁହଁ ଗାଁର ନିତ୍ୟାନନ୍ଦ ପାତ୍ର ସଂଧ୍ୟାରେ ଖରସ୍ରୋତା ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ସମ୍ମୁଖୀନ ହୋଇଥିଲେ।

Advertisment

Odisha Crocodile