Advertisment

ନିର୍ଦ୍ଦୋଶଙ୍କୁ 19 ବର୍ଷ ଜେଲ !

କଥାରେ କୁହାଯାଏ, ହଜାରେ ଦୋଷୀ ବରଂ ଖସି ଯାଆନ୍ତୁ ଜଣେ ନିର୍ଦ୍ଦୋଶ ଦଣ୍ଡ ନପାଉ। ଆଉ ଏହି ଦୋଷ- ଦୋଷମୁକ୍ତର ଗୋଲକଧନ୍ଦା ଭିତରେ ଜଣେ ବ୍ୟକ୍ତିଙ୍କ ଯୌବନ ଓ ଜୀବନ ଜେଲର ଅନ୍ଧାର କୋଠରୀରେ କଟିଯାଇଛି। ଆଉ ଦୀର୍ଘ 19 ବର୍ଷ ପରେ ଯାହା କୋର୍ଟଙ୍କ ନିଷ୍ପତି ଆସିଛି, ସେଥିରେ ସେ ଯେତେ ଖୁସି, ତାଠୁ ଅଧିକ ଦୁଃଖି କହିଲେ ଭୁଲ ହେବ ନାହିଁ। କାରଣ, ଗୋଟିଏ ହତ୍ୟା ଅଭିଯୋଗର ଅଭିଯୁକ୍ତର 19 ବର୍ଷ ଜେଲରେ କଟିଯାଇଛି। […]

ନିର୍ଦ୍ଦୋଶଙ୍କୁ 19 ବର୍ଷ ଜେଲ !

hqdefault (1)

Advertisment

କଥାରେ କୁହାଯାଏ, ହଜାରେ ଦୋଷୀ ବରଂ ଖସି ଯାଆନ୍ତୁ ଜଣେ ନିର୍ଦ୍ଦୋଶ ଦଣ୍ଡ ନପାଉ। ଆଉ ଏହି ଦୋଷ- ଦୋଷମୁକ୍ତର ଗୋଲକଧନ୍ଦା ଭିତରେ ଜଣେ ବ୍ୟକ୍ତିଙ୍କ ଯୌବନ ଓ ଜୀବନ ଜେଲର ଅନ୍ଧାର କୋଠରୀରେ କଟିଯାଇଛି। ଆଉ ଦୀର୍ଘ 19 ବର୍ଷ ପରେ ଯାହା କୋର୍ଟଙ୍କ ନିଷ୍ପତି ଆସିଛି, ସେଥିରେ ସେ ଯେତେ ଖୁସି, ତାଠୁ ଅଧିକ ଦୁଃଖି କହିଲେ ଭୁଲ ହେବ ନାହିଁ। କାରଣ, ଗୋଟିଏ ହତ୍ୟା ଅଭିଯୋଗର ଅଭିଯୁକ୍ତର 19 ବର୍ଷ ଜେଲରେ କଟିଯାଇଛି। ଏ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଜଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ।

Advertisment

Odisha Odisha Reporter Jail Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe