Advertisment

ଛୁଟିକୁ ନେଇ ବିବାଦ

ଛୁଟିକୁ ନେଇ ବିବାଦ। ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ହେଉ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା। ଚିଠି ପରେ ବିଭିନ୍ନ ମହଲରୁ ଜୋର ଧରିଛି ଦାବି। କଣ କରିବେ ସରକାର।

author-image
Debendra Prusty
ଛୁଟିକୁ ନେଇ ବିବାଦ

nuakhai

ଛୁଟିକୁ ନେଇ ବିବାଦ। ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ହେଉ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା। ଚିଠି ପରେ ବିଭିନ୍ନ ମହଲରୁ ଜୋର ଧରିଛି ଦାବି। କଣ କରିବେ ସରକାର।

Advertisment

Odisha Reporter Nuakhai Nuakhai Holiday