ଛୁଟିକୁ ନେଇ ବିବାଦ

ଛୁଟିକୁ ନେଇ ବିବାଦ। ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ହେଉ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା। ଚିଠି ପରେ ବିଭିନ୍ନ ମହଲରୁ ଜୋର ଧରିଛି ଦାବି। କଣ କରିବେ ସରକାର।