Advertisment

କୁଆଡ଼େ ଗଲା ୨୦ ହଜାର ତାଳପତ୍ର ପୋଥି?

ରାଜ୍ୟ ସଂଗ୍ରହାଳୟରୁ କ’ଣ ଚୋରି ହୋଇଯାଉଛି ବହୁ ଦୁମୂର୍ଲ୍ୟ ଓ ଦୁର୍ଲଭ ତାଳପତ୍ର ପୋଥି? ସାରା ବିଶ୍ୱରେ ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥାପିତ ରାଜ୍ୟ ସଂଗ୍ରହାଳୟରେ ସର୍ବାଧିକ ତାଳପତ୍ର ପୋଥି ରହିଛି ବୋଲି କୁହାଯାଏ। ମାତ୍ର ଏଥିରୁ ଅନେକ ତାଳପତ୍ର ପୋଥି ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ବିଦେଶକୁ ଚାଲାଣ ହୋଇଯାଇଛି ବୋଲି ଅନେକ ବିଶେଷଜ୍ଞ କୁହନ୍ତି।

author-image
Debendra Prusty
କୁଆଡ଼େ ଗଲା ୨୦ ହଜାର ତାଳପତ୍ର ପୋଥି?

pothi

ରାଜ୍ୟ ସଂଗ୍ରହାଳୟରୁ କ’ଣ ଚୋରି ହୋଇଯାଉଛି ବହୁ ଦୁମୂର୍ଲ୍ୟ ଓ ଦୁର୍ଲଭ ତାଳପତ୍ର ପୋଥି? ସାରା ବିଶ୍ୱରେ ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥାପିତ ରାଜ୍ୟ ସଂଗ୍ରହାଳୟରେ ସର୍ବାଧିକ ତାଳପତ୍ର ପୋଥି ରହିଛି ବୋଲି କୁହାଯାଏ। ମାତ୍ର ଏଥିରୁ ଅନେକ ତାଳପତ୍ର ପୋଥି ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ବିଦେଶକୁ ଚାଲାଣ ହୋଇଯାଇଛି ବୋଲି ଅନେକ ବିଶେଷଜ୍ଞ କୁହନ୍ତି।

Advertisment

Manuscript Theft Odisha Museum Palm Leaf Manuscripts State Museum