Advertisment

୨୦୨୩ରେ ମାଡ଼ିଆସିବ ମାନ୍ଦାବସ୍ଥା

୨୩ରେ ଭାରି ପଡ଼ିପାରେ ସୁଧହାର ବୃଦ୍ଧି। ମାଡ଼ି ଆସିବ ଆର୍ଥିକ ମାନ୍ଦାବସ୍ଥା। ଶୂନ୍ୟ ହୋଇଯିବ ସବୁ ଦେଶର ରାଜକୋଷ। ମୁଦ୍ରାସ୍ପୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କର ସୁଧହାର ବୃଦ୍ଧି ନିଷ୍ପତ୍ତି ଅବେଳାରେ ଅକାଳ ଆଣିପାରେ। ଏନେଇ ସତର୍କ କରାଇଛି ସେଣ୍ଟର ଫର୍ ଇକୋନିମିକ୍ସ ଆଣ୍ଡ୍ ବିଜନେସ୍ ରିସର୍ଚ୍ଚ ବା ସିଇବିଆର୍।

author-image
Debendra Prusty
୨୦୨୩ରେ ମାଡ଼ିଆସିବ ମାନ୍ଦାବସ୍ଥା

economy

୨୩ରେ ଭାରି ପଡ଼ିପାରେ ସୁଧହାର ବୃଦ୍ଧି। ମାଡ଼ି ଆସିବ ଆର୍ଥିକ ମାନ୍ଦାବସ୍ଥା। ଶୂନ୍ୟ ହୋଇଯିବ ସବୁ ଦେଶର ରାଜକୋଷ। ମୁଦ୍ରାସ୍ପୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କର ସୁଧହାର ବୃଦ୍ଧି ନିଷ୍ପତ୍ତି ଅବେଳାରେ ଅକାଳ ଆଣିପାରେ। ଏନେଇ ସତର୍କ କରାଇଛି ସେଣ୍ଟର ଫର୍ ଇକୋନିମିକ୍ସ ଆଣ୍ଡ୍ ବିଜନେସ୍ ରିସର୍ଚ୍ଚ ବା ସିଇବିଆର୍।

Advertisment

2023 Economy Economic Crisis Interest Rate