/odisha-reporter/media/post_attachments/uploads/2022/09/bjd-3.jpg)
bjd
ବଦଳିଲା ବିଜେପିର ଆଭିମୁଖ୍ୟ। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ଯୁବ ମୋର୍ଚ୍ଚା । ୨୨ ବର୍ଷର ସରକାରକୁ ୨୨ ପ୍ରଶ୍ନ ପଚାରିଲା ଦଳ। ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ପୁରସ୍କାର, ବିଜେପି କଲା ରାଜ୍ୟ ସରକାରଙ୍କୁ ତିରସ୍କାର। ବିଜେପି କହିଲା ଆଗକୁ ହେବ ଆନ୍ଦୋଳନ, ବିଜେଡି କହୁଛି ଅଭିଯୋଗ ଭିତ୍ତିହୀନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
