Advertisment

୨୨ ବର୍ଷର ସରକାରକୁ ୨୨ ପ୍ରଶ୍ନ

ବଦଳିଲା ବିଜେପିର ଆଭିମୁଖ୍ୟ। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ଯୁବ ମୋର୍ଚ୍ଚା । ୨୨ ବର୍ଷର ସରକାରକୁ ୨୨ ପ୍ରଶ୍ନ ପଚାରିଲା ଦଳ। ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ପୁରସ୍କାର, ବିଜେପି କଲା ରାଜ୍ୟ ସରକାରଙ୍କୁ ତିରସ୍କାର। ବିଜେପି କହିଲା ଆଗକୁ ହେବ ଆନ୍ଦୋଳନ, ବିଜେଡି କହୁଛି ଅଭିଯୋଗ ଭିତ୍ତିହୀନ।

୨୨ ବର୍ଷର ସରକାରକୁ ୨୨ ପ୍ରଶ୍ନ

bjd

Advertisment

ବଦଳିଲା ବିଜେପିର ଆଭିମୁଖ୍ୟ। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ଯୁବ ମୋର୍ଚ୍ଚା । ୨୨ ବର୍ଷର ସରକାରକୁ ୨୨ ପ୍ରଶ୍ନ ପଚାରିଲା ଦଳ। ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ପୁରସ୍କାର, ବିଜେପି କଲା ରାଜ୍ୟ ସରକାରଙ୍କୁ ତିରସ୍କାର। ବିଜେପି କହିଲା ଆଗକୁ ହେବ ଆନ୍ଦୋଳନ, ବିଜେଡି କହୁଛି ଅଭିଯୋଗ ଭିତ୍ତିହୀନ।

Advertisment

22 Questions Odisha Govt Bjp Question Bjd 22 Years Old Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe