Advertisment

ମା’କୁ ଖୋଜିଲା କୁନି ପୁଅ, ମା’ ହୋଇଥିଲା ଶବ

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ବଢ଼ୁଛି ସନ୍ଦେହ। ପଡୋଶୀଙ୍କ ଘରେ ୩ ବର୍ଷ ପୁଅକୁ ଛାଡି ଆସିଥିଲେ ମହିଳା। ଦୀର୍ଘ ସମୟ ବିତିଗଲା ପରେ ପୁଅକୁ ଆଣିବାକୁ ଗଲେ ନାହିଁ। ଶେଷରେ ପଡୋଶୀ ଜଣଙ୍କ ପୁଅକୁ ଛାଡିବାକୁ ଆସିଥିଲେ। ଅଚାନକ ଦେଖିଲେ ମହିଳାଙ୍କ ମୃତଦେହ ପଡିଛି।

author-image
Debendra Prusty
ମା’କୁ ଖୋଜିଲା କୁନି ପୁଅ, ମା’ ହୋଇଥିଲା ଶବ

bbsr murder

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ବଢ଼ୁଛି ସନ୍ଦେହ। ପଡୋଶୀଙ୍କ ଘରେ ୩ ବର୍ଷ ପୁଅକୁ ଛାଡି ଆସିଥିଲେ ମହିଳା। ଦୀର୍ଘ ସମୟ ବିତିଗଲା ପରେ ପୁଅକୁ ଆଣିବାକୁ ଗଲେ ନାହିଁ। ଶେଷରେ ପଡୋଶୀ ଜଣଙ୍କ ପୁଅକୁ ଛାଡିବାକୁ ଆସିଥିଲେ। ଅଚାନକ ଦେଖିଲେ ମହିଳାଙ୍କ ମୃତଦେହ ପଡିଛି।

Advertisment

Odisha Reporter Bhubaneswar Murder Bhubaneswar Crime