Advertisment

ମା’କୁ ଖୋଜିଲା କୁନି ପୁଅ, ମା’ ହୋଇଥିଲା ଶବ

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ବଢ଼ୁଛି ସନ୍ଦେହ। ପଡୋଶୀଙ୍କ ଘରେ ୩ ବର୍ଷ ପୁଅକୁ ଛାଡି ଆସିଥିଲେ ମହିଳା। ଦୀର୍ଘ ସମୟ ବିତିଗଲା ପରେ ପୁଅକୁ ଆଣିବାକୁ ଗଲେ ନାହିଁ। ଶେଷରେ ପଡୋଶୀ ଜଣଙ୍କ ପୁଅକୁ ଛାଡିବାକୁ ଆସିଥିଲେ। ଅଚାନକ ଦେଖିଲେ ମହିଳାଙ୍କ ମୃତଦେହ ପଡିଛି।

ମା’କୁ ଖୋଜିଲା କୁନି ପୁଅ, ମା’ ହୋଇଥିଲା ଶବ

bbsr murder

Advertisment

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ବଢ଼ୁଛି ସନ୍ଦେହ। ପଡୋଶୀଙ୍କ ଘରେ ୩ ବର୍ଷ ପୁଅକୁ ଛାଡି ଆସିଥିଲେ ମହିଳା। ଦୀର୍ଘ ସମୟ ବିତିଗଲା ପରେ ପୁଅକୁ ଆଣିବାକୁ ଗଲେ ନାହିଁ। ଶେଷରେ ପଡୋଶୀ ଜଣଙ୍କ ପୁଅକୁ ଛାଡିବାକୁ ଆସିଥିଲେ। ଅଚାନକ ଦେଖିଲେ ମହିଳାଙ୍କ ମୃତଦେହ ପଡିଛି।

Advertisment

Odisha Reporter Bhubaneswar Crime Bhubaneswar Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe