Advertisment

ତିହିଡ଼ିର ୪କୁ ଧାମନଗରର ଜଣେ!

ବଡ଼ ରୋଚକ ସ୍ଥିତିରେ ଧାମନଗର ଉପ ନିର୍ବାଚନ। ଏଠି ତିହିଡ଼ି ବନାମ ଧାମନଗର। ଏଥର ତିହିଡ଼ି ପଞ୍ଚାୟତରୁ ୪ ଜଣ ପ୍ରାର୍ଥୀ ହୋଇଥିବା ବେଳେ ଧାମନଗର ବ୍ଲକରୁ କେବଳ ଜଣେ ପ୍ରାର୍ଥୀ ଅଛନ୍ତି।

author-image
Debendra Prusty
ତିହିଡ଼ିର ୪କୁ ଧାମନଗରର ଜଣେ!

dhamnagar

ବଡ଼ ରୋଚକ ସ୍ଥିତିରେ ଧାମନଗର ଉପ ନିର୍ବାଚନ। ଏଠି ତିହିଡ଼ି ବନାମ ଧାମନଗର। ଏଥର ତିହିଡ଼ି ପଞ୍ଚାୟତରୁ ୪ ଜଣ ପ୍ରାର୍ଥୀ ହୋଇଥିବା ବେଳେ ଧାମନଗର ବ୍ଲକରୁ କେବଳ ଜଣେ ପ୍ରାର୍ଥୀ ଅଛନ୍ତି।

Advertisment

Naveen Patnaik Dhamnagar Bye Poll Odisha Bye Poll