ଦେଶ news ଜଗା ଦେଖିଛି.. ଚୁଲି କିଏ ଭାଙ୍ଗିଛି ! କୋଟି କୋଟି ଓଡିଆଙ୍କ ବଡ଼ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ। ଯାହାଙ୍କ ନାଁ ତୁଣ୍ଡରେ ଧରିଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ସେହି ମହାବାହୁଙ୍କ ରୋଷଘରେ ପଶି ଅନ୍ନ ହାଣ୍ଡି ଭାଙ୍ଗିଲା କିଏ ? ଏଇ ରୋଷଘରେ ରୋଷେଇ ହେଲେ, ହଜାର ହଜାର ଭକ୍ତଙ୍କ ଭୋକ ମେଣ୍ଟୁଥିଲା। Pujarani Nayak 04 Apr 2022 10:57 IST 5thକୋଟି କୋଟି ଓଡିଆଙ୍କ ବଡ଼ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ। ଯାହାଙ୍କ ନାଁ ତୁଣ୍ଡରେ ଧରିଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ସେହି ମହାବାହୁଙ୍କ ରୋଷଘରେ ପଶି ଅନ୍ନ ହାଣ୍ଡି ଭାଙ୍ଗିଲା କିଏ ? ଏଇ ରୋଷଘରେ ରୋଷେଇ ହେଲେ, ହଜାର ହଜାର ଭକ୍ତଙ୍କ ଭୋକ ମେଣ୍ଟୁଥିଲା।Advertisment Odisha Reporter Puri Shrimandira Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ