5th
Advertisment
କୋଟି କୋଟି ଓଡିଆଙ୍କ ବଡ଼ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ। ଯାହାଙ୍କ ନାଁ ତୁଣ୍ଡରେ ଧରିଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ସେହି ମହାବାହୁଙ୍କ ରୋଷଘରେ ପଶି ଅନ୍ନ ହାଣ୍ଡି ଭାଙ୍ଗିଲା କିଏ ? ଏଇ ରୋଷଘରେ ରୋଷେଇ ହେଲେ, ହଜାର ହଜାର ଭକ୍ତଙ୍କ ଭୋକ ମେଣ୍ଟୁଥିଲା।