Advertisment

ରାଜ୍ୟର ଅଧା ଡାକ୍ତର ଅଯୋଗ୍ୟ!

ରାଜ୍ୟରେ ଅଧା ଡାକ୍ତର ଅଯୋଗ୍ୟ। ବିଶ୍ୱବ୍ୟାଙ୍କର ଏ ତଥ୍ୟ ନେଇ ହାଇକୋର୍ଟଙ୍କ ଉଦବେଗ। ୪୯ ପ୍ରତିଶତ ଡାକ୍ତରଙ୍କ ପାଖରେ ନାହିଁ ଉପଯୁକ୍ତ ଯୋଗ୍ୟତା। ସ୍ୱାସ୍ଥ୍ୟସେବାର ଚିତ୍ର ନେଇ ଆଶଙ୍କା।

author-image
Debendra Prusty
ଅଦ୍ୟତନ ହୋଇଛି
ରାଜ୍ୟର ଅଧା ଡାକ୍ତର ଅଯୋଗ୍ୟ!

doctor

ରାଜ୍ୟରେ ଅଧା ଡାକ୍ତର ଅଯୋଗ୍ୟ। ବିଶ୍ୱବ୍ୟାଙ୍କର ଏ ତଥ୍ୟ ନେଇ ହାଇକୋର୍ଟଙ୍କ ଉଦବେଗ। ୪୯ ପ୍ରତିଶତ ଡାକ୍ତରଙ୍କ ପାଖରେ ନାହିଁ ଉପଯୁକ୍ତ ଯୋଗ୍ୟତା। ସ୍ୱାସ୍ଥ୍ୟସେବାର ଚିତ୍ର ନେଇ ଆଶଙ୍କା।

Advertisment

Naveen Patnaik Odisha Doctors Unqualified Doctors