୫୦ ଫୁଟ ମୂର୍ତ୍ତିକୁ ୫୦ କିଲିଆ ଲଡ଼ୁ

୫୦ ଫୁଟର ଶ୍ରୀଗଣେଶ ସାଙ୍ଗକୁ ୫୦ ଫୁଟର ଲଡୁ। ଶ୍ରୀ ଗଣେଶଙ୍କୁ ଦେଖିଲେ ଆଖି ଲାଖି ଯାଉଛି। ଏତେ ବଡ଼ ଠାକୁରଙ୍କ ପାଇଁ ରଖାଯାଇଛି ୫୦ କେ.ଜିର ଲଡ଼ୁ। ଭୁବନେଶ୍ୱର ନୟାପଲ୍ଲୀ ଠାରେ ଦେଖିବାକୁ ମିଳିଛି ଏମିତି ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତୀ।