ଅଦ୍ୟତନ ହୋଇଛି
ganes ucha
Advertisment
ଖୁସିରେ ପାଦ ମାଟିରେ ଲାଗୁନି। ଏହି ମଣ୍ଡପ ନିକଟରେ ସମୟ ଚାଲିଯାଉଛି। କିଏ ବିଘ୍ନରାଜଙ୍କୁ ଚାହିଁ ରହୁଛିତ କିଏ ପ୍ରସ୍ତୁତି ପ୍ରଣାଳିରେ ଲାଗି ପଡିଛି। ଆଉ ଏହି ବାଟ ଦେଇ ଯିଏ ଯାଉଛି ସେ ଚାହିଁ ରହୁଛି। କାରଣ ମୁର୍ତ୍ତି ସେହିଭଳି ଆଉ ସଜାସଜ୍ଜାଭି ସେଭଳି। ଯେତେବେଳେ ବିଘ୍ନରାଜ ବିରାଜମାନ ହୋଇଛନ୍ତି ଏଭଳି ପ୍ରସ୍ତୁତିବା ହେବନି କେମିତି। ଦେଖନ୍ତୁ ଏ ହେଉଛି ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ହୋଇଥିବା ୫୧ ଫୁଟର ଗଣେଶ ମୁର୍ତ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/ganes-ucha.jpg)