Advertisment

ମୂଷା ପାଇଁ ନବରଙ୍ଗପୁର ଅନ୍ଧାର

ମୂଷା ଚାଲିଗଲା। ସମସ୍ତଙ୍କୁ ଅନ୍ଧାରରେ ରଖିଲା। ଯନ୍ତ୍ରଣା ଓ କଷ୍ଟରେ ଛଟପଟ ହୋଇ ଜଳିଗଲା ମୂଷା। ଏପଟେ ଏ ମୂଷା ପାଇଁ ହଇରାଣ ହେଲେ ଲୋକେ। ଗୋଟିଏ ମୂଷା ୮ଟି ପଞ୍ଚାୟତର ଲୋକଙ୍କୁ କଲବଲ କଲା। ୮ ଘଣ୍ଟା ଧରି ଅନ୍ଧାରରେ ରହିଥିଲେ ହଜାର ହଜାର ଲୋକ। ଆପଣ ଏହା ଶୁଣି ଟିକେ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଭାବୁଥିବେ ମୂଷା ଏମିତି କଣ କଲା ଯେ ଏତେ ବଡ଼ ଘଟଣା ଘଟିଲା! ତେବେ ଶୁଣିନିଅନ୍ତୁ ମୂଷା କେମିତି ଲୋକଙ୍କୁ ଅସୁବିଧାରେ ପକାଇଛି।

author-image
Ordigital Desk