Advertisment

ଦେଖରେ ମଣିଷ ଟିକେ ବୁଦ୍ଧି ଶିଖ...

ରାସ୍ତା ଉପରେ ପଡ଼ିଥାଏ ଏକ ପାଉଁରୁଟି। ପାଉଁରୁଟି ଦେଖୁ ଦେଖୁ ଧାଇଁ ଆସିଲା ଗୋଟିଏ କାଉ। ଠିକ୍ ଏହି ସମୟରେ ସେଇ ପାଉଁରୁଟି ଖାଇବା ଆଶାରେ ଧାଇଁ ଆସିଲା ଗୋଟିଏ ମୂଷା। କାଉଟି ବୋଧେ ମୂଷାର ମନ କଥା ବୁଝିପାରିଲା। ବୋଧ ଭାବିଲା, ଏକୁଟିଆ ଖାଇବାରେ କି ମଜା। ଭାଗବାଣ୍ଟି ଖାଇଲେ, ତାର ବି ପେଟ ପୁରିବ, ମୋର ବି ପେଟ ପୁରିବ। ଆଉ ସତକୁ ସତ ମଣିଷ ଭଳି ପାଉଁରୁଟିର ଖଣ୍ଡିଏ, ଥଣ୍ଟରେ ଛିଣ୍ଡାଇ ନେଇ […]

author-image
Pujarani Nayak
ଅଦ୍ୟତନ ହୋଇଛି
ଦେଖରେ ମଣିଷ ଟିକେ ବୁଦ୍ଧି ଶିଖ...

page

ରାସ୍ତା ଉପରେ ପଡ଼ିଥାଏ ଏକ ପାଉଁରୁଟି। ପାଉଁରୁଟି ଦେଖୁ ଦେଖୁ ଧାଇଁ ଆସିଲା ଗୋଟିଏ କାଉ। ଠିକ୍ ଏହି ସମୟରେ ସେଇ ପାଉଁରୁଟି ଖାଇବା ଆଶାରେ ଧାଇଁ ଆସିଲା ଗୋଟିଏ ମୂଷା। କାଉଟି ବୋଧେ ମୂଷାର ମନ କଥା ବୁଝିପାରିଲା। ବୋଧ ଭାବିଲା, ଏକୁଟିଆ ଖାଇବାରେ କି ମଜା। ଭାଗବାଣ୍ଟି ଖାଇଲେ, ତାର ବି ପେଟ ପୁରିବ, ମୋର ବି ପେଟ ପୁରିବ। ଆଉ ସତକୁ ସତ ମଣିଷ ଭଳି ପାଉଁରୁଟିର ଖଣ୍ଡିଏ, ଥଣ୍ଟରେ ଛିଣ୍ଡାଇ ନେଇ ମୂଷା ପାଖରେ ଥୋଇ ଦେଇ ଆସିଲା ।

Advertisment

Odisha Reporter Viral Video