ମରିଗଲେ ନା ମାରିଦେଲେ?

ବିବାହକୁ ଦୁଇବର୍ଷ ବି ପୂରିନି। ବଡ଼ ଧୁମଧାମରେ ହୋଇଥିଲା ବିବାହ। କିନ୍ତୁ ଦିନ କେଇଟା ପୁରିନି ଝିଅର ଶବ ପଡ଼ିଛି ହସ୍ପିଟାଲରେ। ରାଜଧାନୀରେ ପୁଣି ଥରେ ନବବଧୂଙ୍କୁ ହତ୍ୟା ଅଭିଯୋଗ। ଭୁବନେଶ୍ୱର ତମାଣ୍ଡୋ ଥାନାରେ ଏ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି ନୂଆ ଗାଁ ଗୋବିନ୍ଦପୁରରୁ।