dowry
Advertisment
ବିବାହକୁ ଦୁଇବର୍ଷ ବି ପୂରିନି। ବଡ଼ ଧୁମଧାମରେ ହୋଇଥିଲା ବିବାହ। କିନ୍ତୁ ଦିନ କେଇଟା ପୁରିନି ଝିଅର ଶବ ପଡ଼ିଛି ହସ୍ପିଟାଲରେ। ରାଜଧାନୀରେ ପୁଣି ଥରେ ନବବଧୂଙ୍କୁ ହତ୍ୟା ଅଭିଯୋଗ। ଭୁବନେଶ୍ୱର ତମାଣ୍ଡୋ ଥାନାରେ ଏ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି ନୂଆ ଗାଁ ଗୋବିନ୍ଦପୁରରୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/dowry.jpg)