Advertisment

ସାବାସ୍…ବାପା ହେବ ତ’ ଏମିତି

ବାପା… ମାତ୍ର ଦୁଇଟି ଅକ୍ଷର । କିନ୍ତୁ ଏହି ଦୁଇଟି ଅକ୍ଷରରେ ଭରି ରହିଛି ପୁରା ଦୁନିଆ। ମା’ର ମମତା ଯେମିତି ଅମୃତ, ବାପାର ସ୍ନେହ ସେମିତି ଅସୀମ। ଇଏ ଠିକ୍ ସେମିତି ଜଣେ ବାପାଙ୍କ ସ୍ନେହ ଓ ଦାୟୀତ୍ବର ପ୍ରତିଛବି। ନିଜେ ଦିବ୍ୟାଙ୍ଗ, କିନ୍ତୁ ଦୁନିଆ ଆଗରେ, ନିଜ ପିଲାଙ୍କୁ ଆଗୁଆ ରଖିବାକୁ, ଗୋଟିଏ ପାଦରେ ବି ପଛରେ ନାହାଁନ୍ତି।

ଅଦ୍ୟତନ ହୋଇଛି
ସାବାସ୍…ବାପା ହେବ ତ’ ଏମିତି

page

Advertisment

ବାପା… ମାତ୍ର ଦୁଇଟି ଅକ୍ଷର । କିନ୍ତୁ ଏହି ଦୁଇଟି ଅକ୍ଷରରେ ଭରି ରହିଛି ପୁରା ଦୁନିଆ। ମା’ର ମମତା ଯେମିତି ଅମୃତ, ବାପାର ସ୍ନେହ ସେମିତି ଅସୀମ। ଇଏ ଠିକ୍ ସେମିତି ଜଣେ ବାପାଙ୍କ ସ୍ନେହ ଓ ଦାୟୀତ୍ବର ପ୍ରତିଛବି। ନିଜେ ଦିବ୍ୟାଙ୍ଗ, କିନ୍ତୁ ଦୁନିଆ ଆଗରେ, ନିଜ ପିଲାଙ୍କୁ ଆଗୁଆ ରଖିବାକୁ, ଗୋଟିଏ ପାଦରେ ବି ପଛରେ ନାହାଁନ୍ତି।

Advertisment

Odisha Reporter Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe