Advertisment

ବାଲେଶ୍ବରରେ ହକି ଟ୍ରଫିକୁ ଭବ୍ୟ ସ୍ଵାଗତ

ବାଲେଶ୍ବର ସହରରେ ଆଜି ବିଶ୍ବକପ୍ ହକି ଟ୍ରଫି ପହଁଚିବା ପରେ ଭବ୍ୟ ସ୍ଵାଗତ କରାଯାଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ। ବାଲେଶ୍ବର ସହରର ଫକିର ମୋହନ ଗୋଲେଇଠାରେ ବ୍ୟାସକବି ଫକିର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତୀ ନିକଟରେ ଜନସାଧାରଣଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ବାଲେଶ୍ବର ଜିଲ୍ଲାପାଳ, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ନୂଆକରି ବାଲେଶ୍ବର ଏସପି ଦାୟୀତ୍ବ ନେଇଥିବା ସାଗରିକା ନାଥଙ୍କ ସମେତ ବହୁ ବିରଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ । ପାରମ୍ପରିକ ନାଚଗୀତ ମଧ୍ୟରେ ଟ୍ରଫିକୁ ସହରର […]

ଅଦ୍ୟତନ ହୋଇଛି
ବାଲେଶ୍ବରରେ ହକି ଟ୍ରଫିକୁ ଭବ୍ୟ ସ୍ଵାଗତ
Advertisment

ବାଲେଶ୍ବର ସହରରେ ଆଜି ବିଶ୍ବକପ୍ ହକି ଟ୍ରଫି ପହଁଚିବା ପରେ ଭବ୍ୟ ସ୍ଵାଗତ କରାଯାଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ। ବାଲେଶ୍ବର ସହରର ଫକିର ମୋହନ ଗୋଲେଇଠାରେ ବ୍ୟାସକବି ଫକିର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତୀ ନିକଟରେ ଜନସାଧାରଣଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ବାଲେଶ୍ବର ଜିଲ୍ଲାପାଳ, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ନୂଆକରି ବାଲେଶ୍ବର ଏସପି ଦାୟୀତ୍ବ ନେଇଥିବା ସାଗରିକା ନାଥଙ୍କ ସମେତ ବହୁ ବିରଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ । ପାରମ୍ପରିକ ନାଚଗୀତ ମଧ୍ୟରେ ଟ୍ରଫିକୁ ସହରର ବିଭିନ୍ନ ସ୍ଥାନରେ ପରିକ୍ରମା କରାଯାଇଥିଲା ।

Advertisment

Hockey Trophy In Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe