Advertisment

ପ୍ରତ୍ୟେକ ନାରୀ ପାଇଁ ସେ ପ୍ରେରଣା

ଏ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ଅଞ୍ଚଳର ବନଲତା ଜେନା ଓ ତାଙ୍କ ସ୍ୱାମୀ ମନେ।ରଞ୍ଜନ ଜେନା । ବିବାହର କିଛି ଦିନ ସ୍ୱାମୀ ସ୍ତ୍ରୀଙ୍କ ଜୀବନ ବେଶ ହସଖୁସିରେ ଚାଲିଥିଲା । ୨୦୦୭ ମସିହାରେ ଏକ ଆକସ୍ମିକ ଦୁର୍ଘଟଣାରେ ଦୃଷ୍ଟିଶକ୍ତି ହରାଇ ବସିଲେ ମନେ।ରଞ୍ଜନ । ସ୍ୱଳ୍ପ ସମ୍ବଳରେ ସ୍ୱାମୀଙ୍କର ଚିକିତ୍ସା କିଭଳି କରିବେ ଭାବି ସର୍ବଶାନ୍ତ ହେ।ଇପଡ଼ିଥିଲେ ବନଲତା । ତଥାପି ନିଜର ମନେ।ବଳ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଗେ।ଟିଏ ଚା […]

ଅଦ୍ୟତନ ହୋଇଛି
ପ୍ରତ୍ୟେକ ନାରୀ ପାଇଁ ସେ ପ୍ରେରଣା

sddefault

Advertisment

ଏ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ଅଞ୍ଚଳର ବନଲତା ଜେନା ଓ ତାଙ୍କ ସ୍ୱାମୀ ମନେ।ରଞ୍ଜନ ଜେନା । ବିବାହର କିଛି ଦିନ ସ୍ୱାମୀ ସ୍ତ୍ରୀଙ୍କ ଜୀବନ ବେଶ ହସଖୁସିରେ ଚାଲିଥିଲା । ୨୦୦୭ ମସିହାରେ ଏକ ଆକସ୍ମିକ ଦୁର୍ଘଟଣାରେ ଦୃଷ୍ଟିଶକ୍ତି ହରାଇ ବସିଲେ ମନେ।ରଞ୍ଜନ । ସ୍ୱଳ୍ପ ସମ୍ବଳରେ ସ୍ୱାମୀଙ୍କର ଚିକିତ୍ସା କିଭଳି କରିବେ ଭାବି ସର୍ବଶାନ୍ତ ହେ।ଇପଡ଼ିଥିଲେ ବନଲତା । ତଥାପି ନିଜର ମନେ।ବଳ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଗେ।ଟିଏ ଚା ଦେ।କାନ କରି ଏବେ ପରିବାର ଚଳାଇ ଆସୁଛନ୍ତି ।

Advertisment

Odisha Reporter Inspiration Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe