‘ମୁଁ ବିଟେକ୍ ପଢିଛି ଏବେ ଢାବା ଚଲାଉଛି’

ବିଟେକ୍ ପଢି ସ୍ୱପ୍ନ ଦେଖିଥିଲେ ଭଲ କମ୍ପାନୀରେ ଡଣେ ଇଞ୍ଜିନିୟର ହେବେ। ହେଲେ କରୋନା ସବୁକିଛି ବଦଳାଇ ଦେଇଛି।