'ଆମ ପୁଅକୁ ଖୋଜିଆଣ'

ଆଠଦିନ ହେବ ପରିବାରରେ ଚୁଲି ଲାଗିନି । ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପୁରା ପରିବାର । ଅଚଳ ହୋଇ ବସି ରହିଛି ଭିନ୍ନକ୍ଷମ ଭାଇ…ମୁଣ୍ଡପିଟି କାନ୍ଦୁଛନ୍ତି ମା ବାପା… ଘରର ଏକମାତ୍ର ସାହାରାକୁ ଖୋଜି ଆଣିବା ପାଇଁ ପରିବାର ଲୋକ କେମିତି ବିକଳ ହୋଇ ଅନୁରୋଧ କରୁଛନ୍ତି ଥରେ ଶୁଣନ୍ତୁ।

maxresdefault (6)

Manasi Mohapatra
  • Published: Thursday, 06 May 2021
  • , Updated: 06 May 2021, 05:24 PM IST

ଆଠଦିନ ହେବ ପରିବାରରେ ଚୁଲି ଲାଗିନି । ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପୁରା ପରିବାର । ଅଚଳ ହୋଇ ବସି ରହିଛି ଭିନ୍ନକ୍ଷମ ଭାଇ...ମୁଣ୍ଡପିଟି କାନ୍ଦୁଛନ୍ତି ମା ବାପା... ଘରର ଏକମାତ୍ର ସାହାରାକୁ ଖୋଜି ଆଣିବା ପାଇଁ ପରିବାର ଲୋକ କେମିତି ବିକଳ ହୋଇ ଅନୁରୋଧ କରୁଛନ୍ତି ଥରେ ଶୁଣନ୍ତୁ।

https://www.youtube.com/watch?v=67oi6_dL9IY

Related story