ବାପାଙ୍କୁ ଛେଚି ଛେଚି ମାରିଦେଲେ ଭାଉଜ

ପାରିବାରିକ କଳହରୁ ଗଡିଲା ମୁଣ୍ଡ। ନୃଂସଶ ବୋହୂ ଘଟାଇଲା ଜର୍ଘନ୍ୟକାଣ୍ଡ। ଶ୍ବଶୁର ଶୋଇଥିବା ଅବସ୍ଥାରେ କୌଣସି ଏକ ଓଜନିଆ ଜିନିଷରେ ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଛି ବୋହୂ। ପୂରା କାହାଣୀ ଦେଖନ୍ତୁ ଏହି ରିପୋର୍ଟରେ ।