ହାବୁଡ଼େ ପଡିଲା ଲକ୍ଷେ ଟଙ୍କିଆ ମାଛ

ଦେଖିବାକୁ ଯେତିକି ବଡ଼ ଓଜନ ବି ସେତିକି ବେଶୀ। ଏ ହେଉଛି କାଁ ଭାଁ ଜାଲରେ ପଡୁଥିବା ତେଲିଆ ଭେଲା ମାଛ। ଦାମ ଲକ୍ଷେ ଟଙ୍କାରୁ ବି ଅଧିକ।