Advertisment

ଜୈବିକ ସାରରେ ହସୁଛି ବାଡ଼ି

ପୁରୀ ଚକ୍ରତୀର୍ଥ ରୋଡରେ ଜୈବିକ ସାର ବ୍ୟବହାର କରି ନନ୍ଦକିଶୋର ପ୍ରଧାନ ନାମକ ଜଣେ ପ୍ରଫେସର ବିଭିନ୍ନ ଫସଲ ଓ ପନିପରିବା ଚାଷ କରିଛନ୍ତି । ଏହାସହିତ ଜୈବସାରରେ ହେଉଥିବା ପନି ପରିବା ଆମ ଶରୀର ଲାଗି ଭଲ ବୋଲି ସେ କହିଛନ୍ତି ।

author-image
Ordigital Desk