ଜୈବିକ ସାରରେ ହସୁଛି ବାଡ଼ି
- Published: Friday, 25 December 2020
- , Updated: 25 December 2020, 12:22 PM IST
<p>ପୁରୀ ଚକ୍ରତୀର୍ଥ ରୋଡରେ ଜୈବିକ ସାର ବ୍ୟବହାର କରି ନନ୍ଦକିଶୋର ପ୍ରଧାନ ନାମକ ଜଣେ ପ୍ରଫେସର ବିଭିନ୍ନ ଫସଲ ଓ ପନିପରିବା ଚାଷ କରିଛନ୍ତି । ଏହାସହିତ ଜୈବସାରରେ ହେଉଥିବା ପନି ପରିବା ଆମ ଶରୀର ଲାଗି ଭଲ ବୋଲି ସେ କହିଛନ୍ତି ।</p>
<p>&nbsp;</p>
<p>&nbsp;</p>