ଯଦି ମୁଁ ମରିଯାଇଛି, ମୋତେ ଡେଇଁକି ଯାଅ

ଜିଲ୍ଲାପାଳ ମୋ ଗୁହାରି ଶୁଣ, ଯଦି ନଶୁଣିବେ, ମୁଁ ଏଠି ଶୋଇଲି, ମୋ ଉପରେ ଆପଣ ଡେଇଁକି ଯିବେ। ଏ ଥିଲା ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ଜଣେ ଯୁବତୀଙ୍କ ଗୁହାରି। ଜିଲ୍ଲାପାଳଙ୍କୁ ଗୁହାରି କରି କରି ନୟାନ୍ତ ହେବା ପରେ ଶେଷରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଶୋଇ ପଡିଲେ ଯୁବତୀ।