ମୋତେ ବଞ୍ଚାଇଛ ହିଁ ମୁଁ ତମକୁ ହିଁ ବାହା ହେବି

ଟ୍ରେନ୍‌ ଲାଇନ୍‌ରୁ ସିଧା ବାହାବେଦୀ। ମରଣ ମୁହଁରୁ ବଞ୍ଚାଇଲେ ପୁଣି ଜୀବନ ସାଥୀ ଭାବେ ବାଛି ନେଲେ।