Advertisment

ରାହୁଲ ଗାଁରେ ମାଟିତଳୁ ବାହାରୁଛି ଏସି ପବନ

ଅଦ୍ଭୂତ … ଅବିଶ୍ୱସନୀୟ। ମାଟି ତଳୁ ବାହାରୁଛି ଏସି ଭଳି ଥଣ୍ଡା ପବନ। ତାହା ପୁଣି ଶହେ ସ୍ପିଡରେ। ମାସକ ତଳେ ବୋରୱେଲ ଗାଡରେ ଫଶିଥିବା ରାହୁଲ ସାହୁ ଉଦ୍ଧାରକୁ ନେଇ ପରିଚିତ ହୋଇଥିବା ଛତିଶଗଡ଼ ଜାଞ୍ଜଗିରିର ପିହରିଦ ଗାଁ ଏବେ ପୁଣି ଚର୍ଚ୍ଚାକୁ ଆସିଛି।

ରାହୁଲ ଗାଁରେ ମାଟିତଳୁ ବାହାରୁଛି ଏସି ପବନ

ac cool

Advertisment

ଅଦ୍ଭୂତ ... ଅବିଶ୍ୱସନୀୟ। ମାଟି ତଳୁ ବାହାରୁଛି ଏସି ଭଳି ଥଣ୍ଡା ପବନ। ତାହା ପୁଣି ଶହେ ସ୍ପିଡରେ। ମାସକ ତଳେ ବୋରୱେଲ ଗାଡରେ ଫଶିଥିବା ରାହୁଲ ସାହୁ ଉଦ୍ଧାରକୁ ନେଇ ପରିଚିତ ହୋଇଥିବା ଛତିଶଗଡ଼ ଜାଞ୍ଜଗିରିର ପିହରିଦ ଗାଁ ଏବେ ପୁଣି ଚର୍ଚ୍ଚାକୁ ଆସିଛି।

Advertisment

Ac Like Cool Wind Chatisgarh Village Ac Cool Wind
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe