ପ୍ରଶ୍ନ ପଚାରି ପଚାରି ୪ ଜଣଙ୍କ ଝାଳ ବାହାର କରି ଦେଲା କ୍ରାଇମବ୍ରାଞ୍ଚ । ଭିତରକୁ ଯିବା ବେଳେ ସାଧାସିଧା,ଫେରିବା ବେଳେ ଘାଇଲା । ୪ଜଣଙ୍କୁ ୨୦୦ ରୁ ଅଧିକ ପ୍ରଶ୍ନ । ପୁଣି ଜେରା ହେବେ ବିଦ୍ୟାଭାରତୀ ଏବଂ ଡିଏଫ୍ଓ ।
https://www.youtube.com/watch?v=9JC28llgSA8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଣନିଃଶ୍ୱାସୀ କରୁଛି ରାଜଧାନୀ ପ୍ରଦୂଷଣ: କାଲି ଠାରୁ ଏହି ସବୁ କାମ ବନ୍ଦ
ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି।
National
ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍
ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।
National
ଆନ୍ଦୋଳନକୁ ଡରିଗଲେ ଯୋଗୀ ସରକାର! ସ୍ଥଗିତ ରହିଲା ପରୀକ୍ଷା
RO ଏବଂ ARO ପରୀକ୍ଷାକୁ ସ୍ଥଗିତ ରଖିଛି ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ। ଏହା ସହିତ ପିସିଏସ୍ ପରୀକ୍ଷା ଗୋଟିଏ ଦିନରେ ଗୋଟିଏ ଶିଫ୍ଟରେ ହେବା ନେଇ UPPSCର ଘୋଷଣା।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
National
ପୁଣି ଅଶାନ୍ତ ହେଲାଣି ମଣିପୁର: ୫ ଜିଲ୍ଲାରେ ଲାଗୁ ହେଲା AFSPA
୬ ପୁଲିସ୍ ଷ୍ଟେସନରେ ଥିବା ୫ ଜିଲ୍ଲାରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା ଆଫସା ଲାଗୁ କରାଯାଇଛି।