Advertisment

ବିଧାନସଭାରେ ଉଠିବ କି ଜଙ୍ଗଲ ମନ୍ତ୍ରୀଙ୍କ କଥା ?

ବିଧାନସଭାରେ ଉଠିବ କି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା। ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଟାର୍ଗେଟ କରିବେ କି ବିରୋଧୀ ? । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ କାହିଁକି ଚେଇଁ ଉଠିଲା କ୍ରାଇମବ୍ରାଞ୍ଚ। ସରକାରକୁ ଘାରିଛି କି ସୌମ୍ୟଙ୍କ ବାପାଙ୍କ ଆତ୍ମାହୁତି ଧମକ ।

ଅଦ୍ୟତନ ହୋଇଛି
ବିଧାନସଭାରେ ଉଠିବ କି ଜଙ୍ଗଲ ମନ୍ତ୍ରୀଙ୍କ କଥା ?

maxresdefault (1)

Advertisment

ବିଧାନସଭାରେ ଉଠିବ କି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା। ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଟାର୍ଗେଟ କରିବେ କି ବିରୋଧୀ ? । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ କାହିଁକି ଚେଇଁ ଉଠିଲା କ୍ରାଇମବ୍ରାଞ୍ଚ। ସରକାରକୁ ଘାରିଛି କି ସୌମ୍ୟଙ୍କ ବାପାଙ୍କ ଆତ୍ମାହୁତି ଧମକ ।

Advertisment

Odisha Odisha Reporter Paralakhemundi ACFO Death Bidyabharati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe