Advertisment

ଶୁଖୁନି ଲୁହ ବଢୁଛି କୋହ

ଏବେ ବି ପ୍ରତି ମୁହୂର୍ତ୍ତରେ ପୁଅକୁ ଝୁରି ମାରୁଛି ମା । ହେବନି ବା କେମିତି , ଅନ୍ତଫାଡି ଜନ୍ମ ଦେଇଥିବା ମା କେମିତି ବା ପୁଅର ଅସ୍ୱାଭାବିକ ମୃତ୍ୟୁକୁ ସହଜରେ ଗ୍ରହଣ କରି ନେବ । ହଁ ଆମେ କହୁଛୁ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମାଙ୍କ କଥା ।

author-image
Manasi Mohapatra
ଶୁଖୁନି ଲୁହ ବଢୁଛି କୋହ

maxresdefault (4) (1)

ଏବେ ବି ପ୍ରତି ମୁହୂର୍ତ୍ତରେ ପୁଅକୁ ଝୁରି ମାରୁଛି ମା । ହେବନି ବା କେମିତି , ଅନ୍ତଫାଡି ଜନ୍ମ ଦେଇଥିବା ମା କେମିତି ବା ପୁଅର ଅସ୍ୱାଭାବିକ ମୃତ୍ୟୁକୁ ସହଜରେ ଗ୍ରହଣ କରି ନେବ । ହଁ ଆମେ କହୁଛୁ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମାଙ୍କ କଥା ।

Advertisment

Odisha Reporter Paralakhemundi Bidyabharati