ଏବେ ବି ପ୍ରତି ମୁହୂର୍ତ୍ତରେ ପୁଅକୁ ଝୁରି ମାରୁଛି ମା । ହେବନି ବା କେମିତି , ଅନ୍ତଫାଡି ଜନ୍ମ ଦେଇଥିବା ମା କେମିତି ବା ପୁଅର ଅସ୍ୱାଭାବିକ ମୃତ୍ୟୁକୁ ସହଜରେ ଗ୍ରହଣ କରି ନେବ । ହଁ ଆମେ କହୁଛୁ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମାଙ୍କ କଥା ।
https://www.youtube.com/watch?v=EAVwc1LvPTU