ସନ୍ଦେହରେ ଡିଏଫଓଙ୍କ ଭୂମିକା

ମୃତ ସୌମ୍ୟ ଥିଲେ ଏସିଏଫ୍‌ଓ। ଜଙ୍ଗଲରେ ନିଆଁ ଲାଗିଲେ, କିପରି ନିଆଁକୁ ଆୟତ୍ତ କରାଯିବ ସେ ନେଇ ସୌମ୍ୟ ନେଇଥିଲେ ଟ୍ରେନିଂ। କରୋସିନ୍‌ରେ ପୋଡି ହୋଇ କିଭଳି ମୃତ୍ୟୁବରଣ କଲେ ସୌମ୍ୟ ? ଏଠି ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି, ଜମାନବନ୍ଦୀ ଲେଖିବା ସମୟରେ କାହିଁକି ବସିଥିଲେ ଡିଏଫ୍‌ଓ?