Advertisment

ସନ୍ଦେହରେ ଡିଏଫଓଙ୍କ ଭୂମିକା

ମୃତ ସୌମ୍ୟ ଥିଲେ ଏସିଏଫ୍‌ଓ। ଜଙ୍ଗଲରେ ନିଆଁ ଲାଗିଲେ, କିପରି ନିଆଁକୁ ଆୟତ୍ତ କରାଯିବ ସେ ନେଇ ସୌମ୍ୟ ନେଇଥିଲେ ଟ୍ରେନିଂ। କରୋସିନ୍‌ରେ ପୋଡି ହୋଇ କିଭଳି ମୃତ୍ୟୁବରଣ କଲେ ସୌମ୍ୟ ? ଏଠି ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି, ଜମାନବନ୍ଦୀ ଲେଖିବା ସମୟରେ କାହିଁକି ବସିଥିଲେ ଡିଏଫ୍‌ଓ?

author-image
Manasi Mohapatra
ସନ୍ଦେହରେ ଡିଏଫଓଙ୍କ ଭୂମିକା

maxresdefault (1)

ମୃତ ସୌମ୍ୟ ଥିଲେ ଏସିଏଫ୍‌ଓ। ଜଙ୍ଗଲରେ ନିଆଁ ଲାଗିଲେ, କିପରି ନିଆଁକୁ ଆୟତ୍ତ କରାଯିବ ସେ ନେଇ ସୌମ୍ୟ ନେଇଥିଲେ ଟ୍ରେନିଂ। କରୋସିନ୍‌ରେ ପୋଡି ହୋଇ କିଭଳି ମୃତ୍ୟୁବରଣ କଲେ ସୌମ୍ୟ ? ଏଠି ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି, ଜମାନବନ୍ଦୀ ଲେଖିବା ସମୟରେ କାହିଁକି ବସିଥିଲେ ଡିଏଫ୍‌ଓ?

Advertisment

Odisha Odisha Reporter ACFO Death