Advertisment

70 ପ୍ରଶ୍ନରେ ପାଣି ପିଇଲେ ବିଦ୍ୟାଭାରତୀ

ବିଦ୍ୟାଭାରତୀଙ୍କୁ ଶେଷରେ ଜେରା କରିଛି କ୍ରାଇମବ୍ରାଞ୍ଚ। ପାଖାପାଖି ସାଢେ 6 ଘଣ୍ଟା ଜେରାରେ 70 ପ୍ରଶ୍ନ ପଚରାଯାଇଛି।  ଦରକାର ପଡିଲେ ପୁଣି ବିଦ୍ୟାଙ୍କୁ କରାଯିବ ଜେରା କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

author-image
Manasi Mohapatra
ଅଦ୍ୟତନ ହୋଇଛି
70 ପ୍ରଶ୍ନରେ ପାଣି ପିଇଲେ ବିଦ୍ୟାଭାରତୀ

maxresdefault (7) (1)

ବିଦ୍ୟାଭାରତୀଙ୍କୁ ଶେଷରେ ଜେରା କରିଛି କ୍ରାଇମବ୍ରାଞ୍ଚ। ପାଖାପାଖି ସାଢେ 6 ଘଣ୍ଟା ଜେରାରେ 70 ପ୍ରଶ୍ନ ପଚରାଯାଇଛି।  ଦରକାର ପଡିଲେ ପୁଣି ବିଦ୍ୟାଙ୍କୁ କରାଯିବ ଜେରା କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

Advertisment

Odisha Reporter Paralakhemundi ACFO Death Bidyabharati