Advertisment

ଗଙ୍ଗାଙ୍କ ଲାଏ ଡିଟେକ୍ସନ କଲେ ମିଳିବ ସତ?

ଡିଏଫଓଙ୍କ ବଦଳି ପରେ ତଳିଆ କର୍ମଚାରୀଙ୍କୁ ଜେରା କଲେ ମିଳିବ ସତ । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କ୍ରାଇମବ୍ରାଞ୍ଚର ନାଟକ। ଡାଇଙ୍ଗ୍‌ ଡିକ୍ଲାଇରେସନ୍‌ ଓ ପାରିପାର୍ଶ୍ବିକ ସ୍ଥିତିରେ ମିଳୁ ନାହିଁ ତାଳମେଳ। ବଡବଡିଆଙ୍କୁ ଛାଡ କରିବା ପାଇଁ ମିଛ ଧରା ଟେଷ୍ଟର ବ୍ୟବହାର। ପୂର୍ବତନ ଜଗୁଆଳୀ ଗଙ୍ଗା ପ୍ରଧାନଙ୍କୁ କରାଯାଉ ଲାଇ ଡିଟେକ୍ସନ ।

ଅଦ୍ୟତନ ହୋଇଛି
ଗଙ୍ଗାଙ୍କ ଲାଏ ଡିଟେକ୍ସନ କଲେ ମିଳିବ ସତ?

maxresdefault (2) (1)

Advertisment

ଡିଏଫଓଙ୍କ ବଦଳି ପରେ ତଳିଆ କର୍ମଚାରୀଙ୍କୁ ଜେରା କଲେ ମିଳିବ ସତ । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କ୍ରାଇମବ୍ରାଞ୍ଚର ନାଟକ। ଡାଇଙ୍ଗ୍‌ ଡିକ୍ଲାଇରେସନ୍‌ ଓ ପାରିପାର୍ଶ୍ବିକ ସ୍ଥିତିରେ ମିଳୁ ନାହିଁ ତାଳମେଳ। ବଡବଡିଆଙ୍କୁ ଛାଡ କରିବା ପାଇଁ ମିଛ ଧରା ଟେଷ୍ଟର ବ୍ୟବହାର। ପୂର୍ବତନ ଜଗୁଆଳୀ ଗଙ୍ଗା ପ୍ରଧାନଙ୍କୁ କରାଯାଉ ଲାଇ ଡିଟେକ୍ସନ ।

Advertisment

Odisha Reporter Paralakhemundi ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe