/odisha-reporter/media/post_attachments/uploads/2020/12/testtt.jpg)
testtt
୧୭ ରୁ ଆଡିଲେଡର ଫାଷ୍ଟ ଆଉ ବାଉନ୍ସି ଟ୍ରାକରେ ଐତିହାସିକ ଡେ ନାଇଟ୍ ମ୍ୟାଚ୍ ଖେଳି ଟେଷ୍ଟ ସିରିଜର ଶୁଭାରମ୍ଭ କରିବ ଭ୍ରମଣକାରୀ ଦଳ । କ୍ୟୁରେଟର୍ ଡାମିଆନ୍ ହଗଙ୍କ କହିବା ଅନୁସାରେ ପାଞ୍ଚଦିନିଆ ପିଙ୍କ୍ ବଲ୍ ମ୍ୟାଚ୍ ପାଇଁ ଆଡିଲେଡର ପିଚ୍ ଏଥର ଘାସୁଆ ରହିବ। ଅର୍ଥାତ୍ ପିଚର ଉଭୟ ପଟୁ ଫାଇଦାରେ ରହିବେ ଦ୍ରୁତ ବୋଲର୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
