ବିବାଦରେ ଆଲିଆଙ୍କ ଏହି ବିଜ୍ଞାପନ

ଏଥର ବିବାଦ ଘେରରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ନିକଟରେ ସେ ଏକ ଫ୍ୟାଶନ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିଲେ। ଯାହାକୁ ଏବେ ସୋଶାଲ ମିଡିଆରେ ଲୋକେ ଟାର୍ଗେଟ କରିଛନ୍ତି।