ଧୀରେ ଧୀରେ ଶାନ୍ତ ହେଉଥିଲା ପ୍ରକୃତି-ତୃପ୍ତି-ବାବୁଶାନ ବିବାଦ। ହେଲେ ଯେମିତି ବାବୁଶାନ ଏକ ଭିଡିଓ ଜାରି କରି କ୍ଷମା ମାଗିଲେ। ସୁପ୍ତ ପ୍ରାୟ ମାମଲା ପୁଣି ଉଠି ଛିଡ଼ା ହେଲାଣି। ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ପ୍ରକୃତି। ଗକତାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ କରାଯାଇଥିବା ଆକ୍ରମଣର ସଠିକ ତଦନ୍ତ ଦାବି କରିଥିଲେ। ଆଉ ଏବେ ପୁଣି ଭୁବନେଶ୍ୱର କୋର୍ଟରେ ବାବୁଶାନଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ନାଁରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି ପ୍ରକୃତି।
https://www.youtube.com/watch?v=02enorWLPZg
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।
National
ଘର ଲୋକ କେତେ ଭଲ ପାଆନ୍ତି? ନିଜକୁ ନିଜେ ଅପହରଣ କରି ବନ୍ଧା ହେଲା ଯୁବକ
ଡିସେମ୍ବର ୨୦ରେ ପୁଲିସ୍ର ୧୧୨ ହେଲ ନମ୍ବରକୁ ଗୋଟିଏ ଫୋନ କଲ ଆସିବା ପରେ ପୂରା କାହାଣୀ ଆରମ୍ଭ ହୋଇଥିଲା।
Politics
ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ
କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।
National
୪ ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍, ଡ୍ରାଇଭର ଗିରଫ
ଖେଳୁଥିବା ସମୟରେ ଦ୍ରୁତ ଗତିରେ ଆସି ଶିଶୁଟି ଉପରେ କାର୍ ଚଢ଼ି ଯିବାରୁ ତା'ର ମୃତ୍ୟୁ ହୋଇଛି। ଏହି ମାମଲାରେ ପୁଲିସ ୧୯ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।
National
ସ୍ପେଡେକ୍ସ ମିଶନ: ମହାକାଶରେ ଯୋଡ଼ାଯିବ ଦୁଇଟି ସ୍ପେସ୍କ୍ରାଫ୍ଟ
ମହାକାଶରେ ଦୁଇଟି ସ୍ପେସ୍କ୍ରାଫ୍ଟକୁ ଯୋଡ଼ାଯିବ। ସ୍ପେଡେକ୍ସ ମିଶନ ଜରିଆରେ ଏହି ଐତିହାସିକ ପଦକ୍ଷେପ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି ଇସ୍ରୋ।