Advertisment

ରାଗିଛନ୍ତି ପ୍ରକୃତି, ଚଖାଇବେ ପାନେ

ଧୀରେ ଧୀରେ ଶାନ୍ତ ହେଉଥିଲା ପ୍ରକୃତି-ତୃପ୍ତି-ବାବୁଶାନ ବିବାଦ। ହେଲେ ଯେମିତି ବାବୁଶାନ ଏକ ଭିଡିଓ ଜାରି କରି କ୍ଷମା ମାଗିଲେ। ସୁପ୍ତ ପ୍ରାୟ ମାମଲା ପୁଣି ଉଠି ଛିଡ଼ା ହେଲାଣି। ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ପ୍ରକୃତି। ଗକତାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ କରାଯାଇଥିବା ଆକ୍ରମଣର ସଠିକ ତଦନ୍ତ ଦାବି କରିଥିଲେ। ଆଉ ଏବେ ପୁଣି ଭୁବନେଶ୍ୱର କୋର୍ଟରେ ବାବୁଶାନଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ନାଁରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି […]

ରାଗିଛନ୍ତି ପ୍ରକୃତି, ଚଖାଇବେ ପାନେ

PRAKRUTI

Advertisment

ଧୀରେ ଧୀରେ ଶାନ୍ତ ହେଉଥିଲା ପ୍ରକୃତି-ତୃପ୍ତି-ବାବୁଶାନ ବିବାଦ। ହେଲେ ଯେମିତି ବାବୁଶାନ ଏକ ଭିଡିଓ ଜାରି କରି କ୍ଷମା ମାଗିଲେ। ସୁପ୍ତ ପ୍ରାୟ ମାମଲା ପୁଣି ଉଠି ଛିଡ଼ା ହେଲାଣି। ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ପ୍ରକୃତି। ଗକତାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ କରାଯାଇଥିବା ଆକ୍ରମଣର ସଠିକ ତଦନ୍ତ ଦାବି କରିଥିଲେ। ଆଉ ଏବେ ପୁଣି ଭୁବନେଶ୍ୱର କୋର୍ଟରେ ବାବୁଶାନଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ନାଁରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି ପ୍ରକୃତି।

Advertisment

Prakruti Mishra Trupti Father-in-law Babhushaan's Wife Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe