Advertisment

୨୦୦୦ ଟଙ୍କାରେ କାମ ଶେଷ!

ପୁଅ ଶୁଦ୍ଧକ୍ରିୟା ଭୋଜି ଦେଇ ନପାରିବାରୁ ଗାଆଁରୁ ବାସନ୍ଦ ହୋଇ ହାଡ଼ଭଙ୍ଗା  ଶୀତରେ ପଲାତଳେ ଜୀବନ ବିତାଉଛନ୍ତି ବିଧବା ମହିଳା। ଏନେଇ ଆମେ ଖବର ପ୍ରସାରଣ କରିବା ପରେ ତତ୍ପର ହୋଇଥିଲା ପ୍ରଶାସନ। ଆନନ୍ଦପୁର ଉପଜିଲ୍ଲାପାଳ ଓ sdpo ଗାଁରେ ପହଞ୍ଚିଥିଲେ। ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ବି ମହିଳାଙ୍କ ଅସ୍ଥାୟୀ ପଲା ନିକଟରେ ପହଁଚି ତାଙ୍କ ଭଲମନ୍ଦ ବୁଝିଥିଲେ।

author-image
Debendra Prusty
୨୦୦୦ ଟଙ୍କାରେ କାମ ଶେଷ!

budhi

ପୁଅ ଶୁଦ୍ଧକ୍ରିୟା ଭୋଜି ଦେଇ ନପାରିବାରୁ ଗାଆଁରୁ ବାସନ୍ଦ ହୋଇ ହାଡ଼ଭଙ୍ଗା  ଶୀତରେ ପଲାତଳେ ଜୀବନ ବିତାଉଛନ୍ତି ବିଧବା ମହିଳା। ଏନେଇ ଆମେ ଖବର ପ୍ରସାରଣ କରିବା ପରେ ତତ୍ପର ହୋଇଥିଲା ପ୍ରଶାସନ। ଆନନ୍ଦପୁର ଉପଜିଲ୍ଲାପାଳ ଓ sdpo ଗାଁରେ ପହଞ୍ଚିଥିଲେ। ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ବି ମହିଳାଙ୍କ ଅସ୍ଥାୟୀ ପଲା ନିକଟରେ ପହଁଚି ତାଙ୍କ ଭଲମନ୍ଦ ବୁଝିଥିଲେ।

Advertisment

Odisha Administration Death Feast Ostracised Woman